Indi vs NZ Test: ଖୁଣ୍ଟ ପରି ଛିଡ଼ା ହେଲେ ମିଚେଲ-ଫିଲିପ୍ସ; ୱେଲିଂଟନ୍ରେ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ‘ଡ୍ର’ରେ ଶେଷ
Verified: 2 outlets have reported this story since Nov 23.
ୱେଲିଂଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ପଞ୍ଚମ ଦିନରେ ନ୍ୟୁଜିଲାଣ୍ଡ ୧୨୦ ଓଭରରେ ପାଞ୍ଚ ୱିକେଟ୍ ବାକି ଥିବା ବେଳେ ୨୩୯ ରନ୍ କରିଥିଲା। ୧୨୦ ଓଭର ଖେଳ ପରେ ଉଭୟ ଦଳ ହାତ ମିଳାଇ ଡ୍ର ପାଇଁ ରାଜି ହୋଇଥିଲେ। ନ୍ୟୁଜିଲାଣ୍ଡ ପାଇଁ ଗ୍ଲେନ୍ ଫିଲିପ୍ସ ଏବଂ ଡାରିଲ୍ ମିଚେଲ୍ ଚମତ୍କାର ଖେଳି ଟିମ୍ ଇଣ୍ଡିଆକୁ ବିଜୟ ସ୍ବପ୍ନ ଧୂଳିସାତ୍‌ କରିଥିଲେ। ଖେଳର ଶେଷ ସେସନ୍‌ରେ ଭାରତକୁ ବିଜୟ ପାଇଁ ପାଞ୍ଚ ୱିକେଟ୍ ଆବଶ୍ୟକ ଥିଲା। କିନ୍ତୁ ଫିଲିପ୍ସ ଏବଂ ମିଚେଲ୍ ସେମାନଙ୍କର ସାହସ ବଜାୟ ରଖିଥିଲେ। ଶେଷ ଦିନର ଦ୍ୱିତୀୟ ସେସନ୍‌ରେ ଭାରତ କେବଳ ଗୋଟିଏ ୱିକେଟ୍ ପାଇଥିଲା। Pakistan: ପାକିସ୍ତାନ କ୍ରିକେଟ: ଉଠିଲେ ବାବର, ଖସିଲେ ରିଜୱାନ ଏହା ପୂର୍ବରୁ ଭାରତ ପାଇଁ ଦିନଟି ଭଲ ଆରମ୍ଭ…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
[Claude] Both reports cover the same first Test between India and New Zealand at Wellington ending in a draw on day five, and their details (the draw, the 120 overs, the New Zealand batting) are consistent.
1h agoScore bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this