Tamil Nadu: ତାମିଲନାଡ଼ୁ ଟ୍ରେନ୍ରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା
Verified: 2 outlets have reported this story since Nov 21.
ଚେନ୍ନାଇ: ତାମିଲନାଡ଼ୁର କନ୍ୟାକୁମାରୀ ଜିଲ୍ଲାରେ ନାଗେରକୋଏଲ ରେଳ ୟାର୍ଡରେ ରଖାଯାଇଥିବା ଏକ ଅବ୍ୟବହୃତ ରେଳ ଡବା‌ରେ ଜଣେ ୫୪ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ନଭେମ୍ବର ୧୩ ତାରିଖରେ ଏହି ଅପରାଧ ଘଟିଛି। ବଗିିଟିକୁ ଅନ୍ୟ ଏକ ଟ୍ରେନ୍‌ରେ ବ୍ୟବହାର କରିବାପାଇଁ ସଫା କରିବା ସମୟରେ ଏଥିରୁ ମହିଳାଙ୍କ ମୃତଦେହ ମିଳିଥିଲା। ମହିଳାଙ୍କ ପରିଚୟ ହଠାତ୍‌ ଜଣାପଡ଼ିନଥିଲା। ରେଳବାଇ ପୁଲିସ ମହିଳାଙ୍କ ସୁନା ମୁଦିରେ ଥିବା ହଲମାର୍କ ବିବରଣୀରୁ ଏହା ଗୁଜରାଟର ବୋଲି ଜାଣିଥିଲା। ୬ ଘଣ୍ଟାର ତଦନ୍ତ ପରେ ଗିରଫ ସେଠାକାର ବିକ୍ରେତାଙ୍କ ସୂଚନା ମୁତାବକ ମୁଦିଟିକୁ ଛତିଶଗଡ଼ର ରାୟପୁରକୁ ଜଣେ ରିଟେଲରଙ୍କ ପାଖକୁ ପଠାଯାଇଥିଲା। ଏହାପରେ ପୁଲିସ ମହିଳାଙ୍କ ପ୍ୟାନ୍‌ କାର୍ଡ ଏବଂ ସୁନା କିଣିବା ସମୟରେ ସେ…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 21, 4:52 PM UTCFirst report· you’re reading thisTamil Nadu: ତାମିଲନାଡ଼ୁ ଟ୍ରେନ୍ରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟାsambad.in ↗
- Nov 21, 6:25 PM UTC+2 hତାମିଲନାଡୁରେ ଚାଞ୍ଚଲ୍ୟ: ଟ୍ରେନ୍ରେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟାdharitri.com ↗
- Verified: a second independent outlet reported itNov 21, 6:25 PM UTC · +2 h
No verification data yet
Checks run automatically as new sources are ingested.
Score bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this