Skip to main content
low geopoliticsVERIFIED

ବୈଭବଙ୍କ ବିଶ୍ୱରେକର୍ଡ: ୫୨ ବଲ୍‌ରେ ମାରିଲେ ଦ୍ୱିଶତକ, ସେମିରେ ଭାରତ

Verified: 2 outlets have reported this story since Nov 24.

📍 India, IN·🕐 7h ago·2 outlets

ଦୋହା : ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ । ୟୁଏଇ ବିପକ୍ଷ ମ୍ୟାଚ୍‌ରେ ୨୮ ବଲ୍‌ରେ ଶତକ ମାରିଥିବା ବେଳେ ଏବେ ମାତ୍ର ୫୨ ବଲ୍‌ରେ ହାସଲ କରିଛନ୍ତି ଦ୍ୱିଶତକ । ଏହା ସହ ନିଜ ନାଁରେ ଯୋଡ଼ିଛନ୍ତି ବିଶ୍ୱରେକର୍ଡ । ଲିଷ୍ଟ A ମ୍ୟାଚ୍‌ରେ ସବୁଠୁ କମ୍‌ ବଲ୍‌ରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ । ଏଥିରେ ସାମିଲ ରହିଛି ୨୮ଟି ଛକା ଓ ୭ଟି ଚୌକା ।

How sure are we

✓ Verified · 2 outlets

Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.

How we count · Check a link someone shared

Who reported it

The story so far · 2 reports · ✓ Verified Nov 24, 12:47 PM UTC
  1. Nov 24, 12:29 PM UTCFirst report· you’re reading this
    ବୈଭବଙ୍କ ବିଶ୍ୱରେକର୍ଡ: ୫୨ ବଲ୍‌ରେ ମାରିଲେ ଦ୍ୱିଶତକ, ସେମିରେ ଭାରତsambad.in ↗
  2. Nov 24, 12:47 PM UTC+19 min
    କ୍ରିକେଟ ଜଗତରେ ଚହଳ ପକାଇଲେ ବୈଭବ: ମାତ୍ର ଏତିକି ବଲରେ ଦ୍ୱିଶତକ ହାସଲ କରି କଲେ ବିଶ୍ୱ ରେକର୍ଡ, ସମସ୍ତେ ଚକିତdharitri.com ↗
  3. Verified: a second independent outlet reported itNov 24, 12:47 PM UTC · +19 min
Location
Verification Log

No verification data yet

Checks run automatically as new sources are ingested.

Discussion (0)

Sign in to join the discussion

No discussion yet — be the first to add context.

Reliability
79%

High · How we score this

Risk Score
low risk