Cricket: ସିରାଜଙ୍କ ଆଖିରେ ଲୁହ!
Verified: 2 outlets have reported this story since Nov 27.
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବା ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଭାବପ୍ରବଣ ହୋଇପଡ଼ିଛନ୍ତି। ହାଗ୍‌ଲି ଓଭାଲରେ ମ୍ୟାଚ୍‌ର ପ୍ରଥମ ଦିନରେ ସିରାଜ ଆଖିକୁ ସନ୍‌ଗ୍ଲାସ୍‌ରେ ଘୋଡ଼େଇ ବସିଥିବାର ଦୃଶ୍ୟ ଟିଭିରେ ସିଧାପ୍ରସାରଣ ବେଳେ କଏଦ ହୋଇଥିଲା। ଏହାକୁ ଦେଖି ଭାଷ୍ୟକାର ଥିବା ପୂର୍ବତନ ଭାରତୀୟ କ୍ରିକେଟର୍‌ ଅଜିଙ୍କ୍ୟ ରାହାଣେ ଓ ମୁରଲୀ କାର୍ତ୍ତିକ ଆଲୋଚନା କରିଥିଲେ। ଟିଭିରେ ସିରାଜଙ୍କୁ ଏ ଅବସ୍ଥା ଦେଖି ରାହାଣେ ପ୍ରଶ୍ନ କରିଥିଲେ, ‘ସେ କ’ଣ କାନ୍ଦୁଛନ୍ତି?’ ଏହାର ଉତ୍ତରରେ କାର୍ତ୍ତିକ କହିଥିଲେ,‘ସିରାଜଙ୍କ ମୁହଁରୁ ଜଣାପଡ଼ୁଛି, ଦଳରୁ ବାଦ୍‌ ପଡ଼ିବା ନିଶ୍ଚିତ ତାଙ୍କୁ କଷ୍ଟ ଦେଇଛି’। ନ୍ୟୁଜିଲାଣ୍ଡ ଗସ୍ତରେ ସିରାଜ…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 27, 6:39 AM UTCFirst reportସିରାଜଙ୍କ ଆଖିରେ ଲୁହ! ପୂର୍ବତନ କ୍ରିକେଟର୍ ଉଠାଇଲେ ବଡ଼ ପ୍ରଶ୍ନdharitri.com ↗
- Nov 27, 9:48 AM UTC+3 h· you’re reading thisCricket: ସିରାଜଙ୍କ ଆଖିରେ ଲୁହ!sambad.in ↗
- Verified: a second independent outlet reported itNov 27, 9:48 AM UTC · +3 h
[Claude] Both reports cover Siraj's tears after being dropped from the Christchurch Test XI, and they do not contradict each other.
17h agoScore bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this