Chhadakhai Rush Non-Vegetarian Market: ବୁଧବାର ସାଙ୍ଗକୁ ଛାଡ଼ଖାଇ, ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ଼
Verified: 2 outlets have reported this story since Nov 25.
ଭୁବନେଶ୍ବର: ଏଥର ବୁଧବାର ପଡ଼ିଛି ଛାଡ଼ଖାଇ। ଲୋକଙ୍କ ଖୁସି କହିଲେ ନ ସରେ! ଏଥିପାଇଁ ସକାଳୁ ସକାଳୁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଟନ୍ କିଲୋ ପ୍ରତି ୯୦୦ରୁ ୧୦୦୦ ଟଙ୍କା ରହିଛି। ଏଣେ ମାଛ ଓ ଚିକେନ୍ ମୂଲ୍ୟରେ ବିଶେଷ ପରିବର୍ତ୍ତନ ନାହିଁ। ରାଜଧାନୀରେ ରୋହି ମାଛ ଦୁଇ ଶହରୁ ଅଢ଼େଇ ଶହ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। ତେଣେ କଟକରେ ବି ଦର ସମାନ ରହିଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ, ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ଅଧିକ ମାତ୍ରାରେ ଆଣିଛନ୍ତି ବ୍ୟବସାୟୀ ସକାଳୁ ସକାଳୁ ଭୁବନେଶ୍ବର ସ୍ଥିତ ୪ନମ୍ବର ମାର୍କେଟରେ ଲାଗିଛି ନାହିଁ ନଥିବା ଭିଡ଼। ଆମିଷ ବଜାରର…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 25, 3:54 AM UTCFirst report· you’re reading thisChhadakhai Rush Non-Vegetarian Market: ବୁଧବାର ସାଙ୍ଗକୁ ଛାଡ଼ଖାଇ, ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ଼sambad.in ↗
- Nov 25, 10:08 AM UTC+6 hଆଜି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼: ଜୀଅନ୍ତା କଙ୍କଡ଼ା ,ଛଟପଟ ମାଛdharitri.com ↗
- Verified: a second independent outlet reported itNov 25, 10:08 AM UTC · +6 h
[Claude] Both reports cover the same Chhadakhai-day rush at Bhubaneswar meat and fish markets, and Report 2 gives only consistent additional detail such as mutton prices.
6h agoScore bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this