Yogi Adityanath: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାତୃ ସାବିତ୍ରୀ ଦେବୀଙ୍କର ୯୧ ବର୍ଷରେ ପରଲୋକ
Verified: 2 outlets have reported this story since Nov 20.
ଡେରାଡୁନ୍‌: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀଙ୍କର ଶୁକ୍ରବାର ଉତ୍ତରାଖଣ୍ଡର ପାଉରି ଗଡ଼ୱାଲ ଜିଲ୍ଲାର ପଞ୍ଚୁର ଗ୍ରାମଠାରେ ୯୧ ବର୍ଷ ବୟସରେ ପରଲୋକ ଘଟିଛି। ପାଉରି ଗଡ଼ୱାଲ ଏସ୍‌ଏସ୍‌ପି ସର୍ବେଶ ପାନୱର ଏହି ଖବର ସ୍ପଷ୍ଟ କରିଛନ୍ତି। ଯୋଗୀଙ୍କ ମାତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଶନିବାର ହରିଦ୍ବାରଠାରେ ସମ୍ପନ୍ନ କରାଯିବ। ପୁଲିସ ଓ ଜିଲ୍ଲା ପ୍ରଶାସନ ପରିବାର ସଦସ୍ୟଙ୍କ ସମ୍ପର୍କରେ ରହିଛି। ହରିଦ୍ବାରଠାରେ ସମ୍ପନ୍ନ କରାଯିବ ଅନ୍ତ୍ୟେଷ୍ଟି କ୍ରିୟା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସାବିତ୍ରୀ ଦେବୀଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି, ଏହି ଖବରକୁ ଗଭୀର ଦୁଃଖଦ ଓ ହୃଦୟବିଦାରକ ବୋଲି ବର୍ଣ୍ଣନା କରିଛନ୍ତି। ଏକ ବାର୍ତ୍ତାରେ ଧାମି କହିଛନ୍ତି ଯେ, ଜଣେ…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 20, 7:43 AM UTCFirst reportମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ ସାବିତ୍ରୀ ଦେବୀଙ୍କ ପରଲୋକ, ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେdharitri.com ↗
- Nov 20, 9:55 AM UTC+2 h· you’re reading thisYogi Adityanath: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାତୃ ସାବିତ୍ରୀ ଦେବୀଙ୍କର ୯୧ ବର୍ଷରେ ପରଲୋକsambad.in ↗
- Verified: a second independent outlet reported itNov 20, 9:55 AM UTC · +2 h
[Claude] Both reports cover the death of Yogi Adityanath's mother Savitri Devi at age 91 in Uttarakhand, and they do not conflict on the facts.
1h agoScore bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this