Special Session: ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଲେ ସରକାର: ୩୦ରେ ଲୋକସଭା , ଡିସେମ୍ବର ୨ରେ ରାଜ୍ୟସଭା
Verified: 2 outlets have reported this story since Nov 26.
ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ସରକାର ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତା ସୋମବାର (ନଭେମ୍ବର ୩୦) ଲୋକସଭା ଏବଂ ବୁଧବାର (ଡିସେମ୍ବର ୨) ରାଜ୍ୟସଭା ପୁନର୍ବାର ବସିବା ପାଇଁ ସରକାରଙ୍କ ଆହ୍ବାନ ଜାତୀୟ ରାଜନୀତିକୁ ସରଗରମ କରିଛି। ଏହି ବୈଠକ ସଂସଦର ମୌସୁମୀ ଅଧିବେଶନର ପରବର୍ତ୍ତୀ ଅଂଶ ଭାବେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୁରୁବାର କହିଛନ୍ତି ଯେ ଗୃହରେ ଥିବା କାର୍ଯ୍ୟ ଉପରେ ନିର୍ଭର କରି ଉଭୟ ଗୃହର ଅଧିବେଶନ ଆସନ୍ତା ଡିସେମ୍ବର ୩ ତାରିଖରେ ଶେଷ ହେବ। ତେବେ କେଉଁ ବିଲ୍‌ଗୁଡ଼ିକ ଆଗତ ହେବ, ସେ ସମ୍ପର୍କରେ ସେ ତାଙ୍କ ଘୋଷଣାରେ କିଛି ସ୍ପଷ୍ଟ କରିନାହାନ୍ତି। ତିନି ଦିନର ନୋଟିସ୍…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 26, 6:05 PM UTCFirst report· you’re reading thisSpecial Session: ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଲେ ସରକାର: ୩୦ରେ ଲୋକସଭା , ଡିସେମ୍ବର ୨ରେ ରାଜ୍ୟସଭାsambad.in ↗
- Nov 26, 6:21 PM UTC+16 minନଭେମ୍ବର ୩୦ରେ ଲୋକ ସଭା, ଡିସେମ୍ବର ୨ ରାଜ୍ୟ ସଭା, ପୁଣିଥରେ ସଂସଦ ଅଧିବେଶନ ଡାକିଲେ ମୋଦି ସରକାରdharitri.com ↗
- Verified: a second independent outlet reported itNov 26, 6:21 PM UTC · +16 min
No verification data yet
Checks run automatically as new sources are ingested.
Score bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this