Skip to main content
low sportsVERIFIED

IPL 2027: ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ବ; ଦଳରେ ସାମିଲ ‌ହେଲେ ଅର୍ଶଦୀପ ସିଂହ

Verified: 2 outlets have reported this story since Nov 27.

🕐 11h ago·2 outlets

ମୁମ୍ବାଇ: ଆଇପିଏଲ୍‌ର ୨୦୨୭ ସଂସ୍କରଣ ପାଇଁ ପୁଣି ଥରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ହାର୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ଦଳ ଏହି ନିଷ୍ପତ୍ତି ନେଇଛି। ଏହି ଖେଳାଳି ଅଦଳବଦଳରେ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ୍ ପକ୍ଷରୁ ରୋହିତଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ଆଇପିଏଲ୍‌ର ୨୦ତମ ସଂସ୍କରଣ ଏବଂ ଆଗାମୀ ଆହ୍ୱାନ ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି। ଦଳଗତ ପ୍ରଦର୍ଶନ ଓ ଏକାଠି ଖେଳି ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେବା ଉପରେ ଗୁରୁତ୍ୱ ରହିବ ବୋଲି ରୋହିତ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୪ ସଂସ୍କରଣ ପୂର୍ବରୁ ରୋହିତଙ୍କ ସ୍ଥାନରେ ହାର୍ଦିକଙ୍କୁ ଅଧିନାୟକ କରାଯାଇଥିଲା। ରୋହିତଙ୍କ ନେତୃତ୍ୱରେ…

How sure are we

✓ Verified · 2 outlets

Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.

How we count · Check a link someone shared

Who reported it

The story so far · 2 reports · ✓ Verified Nov 27, 3:26 PM UTC
  1. Nov 27, 3:03 PM UTCFirst report· you’re reading this
    IPL 2027: ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ବ; ଦଳରେ ସାମିଲ ‌ହେଲେ ଅର୍ଶଦୀପ ସିଂହsambad.in ↗
  2. Nov 27, 3:26 PM UTC+23 min
    MI ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କ ପ୍ରଥମ ବୟାନ, ମୋ ପାଇଁ ଚ୍ୟାଲେଞ୍ଜ…dharitri.com ↗
  3. Verified: a second independent outlet reported itNov 27, 3:26 PM UTC · +23 min
Verification Log

No verification data yet

Checks run automatically as new sources are ingested.

Discussion (0)

Sign in to join the discussion

No discussion yet — be the first to add context.

Reliability
78%

High · How we score this

Risk Score
low risk