Skip to main content
low geopoliticsVERIFIED

Gold Silver Rate: ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି!

Verified: 2 outlets have reported this story since Nov 27.

🕐 17h ago·2 outlets

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆରମ୍ଭରୁ ହିଁ, ଡିସେମ୍ବର ମାସରେ ଡେଲିଭରି ହେବାକୁ ଥିବା ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୨,୫୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ୧.୨୪ ଲକ୍ଷ ଟଙ୍କା ଅତିକ୍ରମ କରିଯାଇଛି। ସେହିପରି, ରୁପା ଦର ପ୍ରତି କିଲୋଗ୍ରାମ ପିଛା ୬,୦୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ୧.୫୧ ଲକ୍ଷ ଟଙ୍କା ସୀମା ଅତିକ୍ରମ କରିଛି। ଆମେରିକୀୟ ଫେଡେରାଲ ରିଜର୍ଭର ସୁଧ ହାର ସମ୍ବନ୍ଧୀୟ ଦୃଷ୍ଟିକୋଣରେ ପରିବର୍ତ୍ତନ ଏବଂ ବିଶ୍ୱ ଆର୍ଥିକ ବଜାରରେ ଲାଗି ରହିଥିବା ଅନିଶ୍ଚିତତା କାରଣରୁ, ଉଭୟ ଧାତୁର ମୂଲ୍ୟ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୃଦ୍ଧି ପାଇଛି। ଗୁରୁବାର ଦିନମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ୧,୨୨,୨୭୨ ଟଙ୍କାରେ ବନ୍ଦ ହୋଇଥିଲା।…

How sure are we

✓ Verified · 2 outlets

Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.

How we count · Check a link someone shared

Who reported it

The story so far · 2 reports · ✓ Verified Nov 27, 3:27 PM UTC
  1. Nov 27, 9:48 AM UTCFirst report· you’re reading this
    Gold Silver Rate: ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି!sambad.in ↗
  2. Nov 27, 3:27 PM UTC+6 h
    ସୁନା ୭୨ ହଜାର, ରୁପା ୨.୭୫ ଲକ୍ଷ ଟଙ୍କା ଶସ୍ତା! ୨୦୧୩ ପରେ ସବୁଠାରୁ ବଡ଼ ହ୍ରାସdharitri.com ↗
  3. Verified: a second independent outlet reported itNov 27, 3:27 PM UTC · +6 h
Verification Log

No verification data yet

Checks run automatically as new sources are ingested.

Discussion (0)

Sign in to join the discussion

No discussion yet — be the first to add context.

Reliability
78%

High · How we score this

Risk Score
low risk