Cricket:ଡେବ୍ୟୁ ମ୍ୟାଚ୍ରେ ଲଗାତାର ୪ଟି ୱିକେଟ୍ ନେଲେ ଜାମସେଦ ଆଲମ; ଜାଣନ୍ତୁ ଯୁବ ପ୍ରତିଭାଙ୍କ ପ୍ରଦର୍ଶନ
Verified: 2 outlets have reported this story since Nov 22.
ଇନ୍ଦୋର: ମଣିଷ ସ୍ବପ୍ନ ନେଇ ବଞ୍ଚେ। ସ୍ବପ୍ନକୁ ଜୀବିତ ରଖିବା ପାଇଁ ପରିଶ୍ରମ ଏବଂ ଏକାଗ୍ରତା ଦରକାର। ଏହାକୁ କରି ଦେଇଛନ୍ତି ଭାରତୀୟ ଯୁବ କ୍ରିକେଟ୍‌ର ଜାମସେଦ ଆଲମ। ସେ ଏକ ବଡ଼ ସ୍ୱପ୍ନ ନେଇ ଟି-୨୦ରେ ପଦାର୍ପଣ କରିଛନ୍ତି। ତାଙ୍କର ପ୍ରଥମ ମ୍ୟାଚ୍‌ରେ ଲଗାତାର ଚାରିଟି ୱିକେଟ୍ ନେଇ ଇତିହାସ ସୃଷ୍ଟି କରିଛନ୍ତି। ସୌରାଷ୍ଟ୍ର ବିପକ୍ଷରେ ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ରେଳବାଇ ପାଇଁ ଡେବ୍ୟୁ କରି ଏହି ଇତିହାସ ରଚିଛନ୍ତି। ୨୩ ବର୍ଷୀୟ ଏହି ବୋଲର ପୂର୍ବରୁ ଉତ୍ତର ପ୍ରଦେଶ ଟି-୨୦ ଲିଗ୍‌ରେ ମିରଟ ମାଭେରିକ୍ସଙ୍କ ପ୍ରତିନିଧିତ୍ୱ କରିଥିଲେ। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଡାଲି କଲେଜ ଗ୍ରାଉଣ୍ଡରେ ରବିବାର ରେଲୱେ ବନାମ ସୌରାଷ୍ଟ୍ର ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଜାମସେଦ ଆଲମ ପଦାର୍ପଣ କରିଛନ୍ତି…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 22, 10:49 AM UTCFirst report· you’re reading thisCricket:ଡେବ୍ୟୁ ମ୍ୟାଚ୍ରେ ଲଗାତାର ୪ଟି ୱିକେଟ୍ ନେଲେ ଜାମସେଦ ଆଲମ; ଜାଣନ୍ତୁ ଯୁବ ପ୍ରତିଭାଙ୍କ ପ୍ରଦର୍ଶନsambad.in ↗
- Nov 22, 10:55 AM UTC+6 minW, W, W, W… T20 ଡେବ୍ୟୁ ମ୍ୟାଚରେ ଇତିହାସ ରଚିଲେ ଜାମସେଦ ଆଲାମ, ନେଲେ କ୍ରମାଗତ ଏତିକିଟି ୱିକେଟdharitri.com ↗
- Verified: a second independent outlet reported itNov 22, 10:55 AM UTC · +6 min
[Claude] Both reports cover Jamsheed Alam's debut T20 match where he took four consecutive wickets for Railways against Saurashtra in the Syed Mushtaq Ali Trophy, and they do not conflict.
5h agoScore bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this