Odisha Vigilance: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବୀରମିତ୍ରପୁର ପୌରପାଳିକାର ଭିତ୍ତିଭୂମି ବିଶେଷଜ୍ଞ
Verified: 2 outlets have reported this story since Nov 28.
ବୀରମିତ୍ରପୁର: ୩୦ ହଜାର ଟଙ୍କା ଲାଞ୍ଚନେବା ବେଳେ ଭିଜିଲାନ୍ସହାତରେ ଧରାପଡ଼ିଲେ ବୀରମିତ୍ରପୁର ପୌରପାଳିକାର ଭିତ୍ତିଭୂମି ବିଶେଷଜ୍ଞ ବୈବସ୍ବତ ମନୁ ରାଉତ। ପିଏମ୍ ଏୱାଇ ଯୋଜନାରେ ଜଣେ ହିତାଧିକାରୀଙ୍କର ଅବଶିଷ୍ଟ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରିବା ଲାଗି ବୀରମିତ୍ରପୁର ପୌରପାଳିକା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିତ୍ତିଭୂମି ବିଶେଷଜ୍ଞ ଭାବେ କାର୍ଯ୍ୟରତ ବୈବସ୍ବତ ମନୁ ରାଉତ ତାଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୩୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ ଅଭିଯୋଗକାରୀ ଜଣେ ଗରିବ ଆଦିବାସୀ ଏବଂ ଗୃହ ଯୋଜନା ଅଧୀନରେ ହିତାଧିକାରୀ ହୋଇଥିବାରୁ ଶ୍ରୀ ରାଉତଙ୍କର ଦାବି ପୂରଣ କରିବାରେ ତାଙ୍କର ଅକ୍ଷମତା ପ୍ରକାଶ କରିଥିଲେ। ତେବେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବାକୁ ଶ୍ରୀ ରାଉତ ଜିଦ୍ ଧରିଥିଲେ। ଏଥିରେ…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 28, 9:45 AM UTCFirst report· you’re reading thisOdisha Vigilance: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବୀରମିତ୍ରପୁର ପୌରପାଳିକାର ଭିତ୍ତିଭୂମି ବିଶେଷଜ୍ଞsambad.in ↗
- Nov 28, 9:50 AM UTC+5 minଲାଞ୍ଚ ନେଇ ଧରାପଡ଼ିଲେ ପୌରପାଳିକା କର୍ମଚାରୀ, ଭିଜିଲାନ୍ସ ଏତିକି ଟଙ୍କା ଜବତ କରି…dharitri.com ↗
- Verified: a second independent outlet reported itNov 28, 9:50 AM UTC · +5 min
[Claude] Both reports cover the same Vigilance arrest of the Birmitrapur municipal infrastructure expert taking a Rs 30,000 bribe under the PMAY-Urban scheme, and their details agree.
14h agoScore bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this