Accident: ଟ୍ରକ ଧକ୍କାରେ ଅଜା-ନାତିଙ୍କର ମୃତ୍ୟୁ
Verified: 2 outlets have reported this story since Nov 20.
ଚିପିଲିମା: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ବାବୁବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଜା ଓ ନାତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି l ସୂଚନା ଅନୁସାରେ ଆଜି ସକାଳ ସମୟରେ ସାନଟିକ୍ରା ଗ୍ରାମର ପଣ୍ଡିତ ତଥା ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ନିରଞ୍ଜନ ଷଡ଼ଙ୍ଗୀ (୭୦) ନାତି ଚୁମନ ଷଡ଼ଙ୍ଗୀ (୧୦) କୁ ପ୍ରତ୍ୟେକ ଦିନ ପରି ତାଙ୍କ ସ୍କୁଟି ଓଡ଼ି ୧୫ ଏଏଫ ୫୫୧୪ଯୋଗେ ଜାତୀୟ ରାଜପଥ ୫୩ର ରାସ୍ତା କଡ଼ରେ ଛିଡ଼ା ହୋଇ ସ୍କୁଲ ବସକୁ ଅପେକ୍ଷା କରିଥିଲେ l ଗୋଶାଳା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ରାସ୍ତା କଡ଼ରେ ବସକୁ ଅପେକ୍ଷା କରିଥିବା ଅଜା ନାତିଙ୍କୁ ଧକ୍କା ଦେଇଥିଲା l ଆହୁରି ପଢନ୍ତୁ : Cloud Seeding: ଦିଲ୍ଲୀରେ କୃତ୍ରିମ ବର୍ଷା ପରୀକ୍ଷଣର ସଫଳତାକୁ ନେଇ ପ୍ରଶ୍ନବାଚୀ: 'କ୍ଲାଉଡ୍…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 20, 4:47 AM UTCFirst reportବାବୁବନ୍ଧ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ ଜେଜେ-ନାତିଙ୍କ ମୃତ୍ୟୁdharitri.com ↗
- Nov 20, 8:46 AM UTC+4 h· you’re reading thisAccident: ଟ୍ରକ ଧକ୍କାରେ ଅଜା-ନାତିଙ୍କର ମୃତ୍ୟୁsambad.in ↗
- Severity rose to medium
- Verified: a second independent outlet reported itNov 20, 8:46 AM UTC · +4 h
[Claude] Report 2 covers the same Babubandha truck accident that killed a grandfather and grandson, with consistent location and victims.
2h agoScore bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this