India-Nepal relation: ନେପାଳ ପାଇଁ ୧୫ ହଜାର କୋଟିର ପ୍ୟାକେଜ୍ ଘୋଷଣା; ହାଇଦ୍ରାବାଦ ହାଉସ୍ରେ ଦ୍ବିପାକ୍ଷିକ ଆଲୋଚନା
Verified: 2 outlets have reported this story since Nov 23.
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବ। ମହାକାଶ ପ୍ରଯୁକ୍ତି, ସୁରକ୍ଷା, ସ୍ବାସ୍ଥ୍ୟସେବା, କୃଷି ଓ ସହରାଞ୍ଚଳ ବିକାଶ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ପାଇଁ ସୋମବାର ଦୁଇ ଦେଶ ମଧ୍ୟରେ ୮ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ ଶାହଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଏଥିରେ ବାଣିଜ୍ୟ, ନିବେଶ, ପରିବହନ, ରେଳ ଓ ବିମାନ ସଂଯୋଗ, ଶକ୍ତି, ଜଳବିଦ୍ୟୁତ୍‌ ଓ ଭିତ୍ତିଭୂମି ବିକାଶ ଭଳି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇଛି। ଏହି ଅବସରରେ ଦୁଇ ନେତା ଉତ୍ତରପ୍ରଦେଶର ଅଯୋଧ୍ୟା ଓ ନେପାଳର ଜନକପୁରକୁ ସଂଯୋଗ କରୁଥିବା ସରଯୁ-କମଳା…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 23, 12:01 PM UTCFirst reportଭାରତ-ନେପାଳ ମଧ୍ୟରେ ୮ MOU, ମୋଦି ଘୋଷଣା କଲେ ୧୫ ହଜାର କୋଟିର ବିକାଶ ପ୍ୟାକେଜ୍dharitri.com ↗
- Nov 23, 8:45 PM UTC+9 h· you’re reading thisIndia-Nepal relation: ନେପାଳ ପାଇଁ ୧୫ ହଜାର କୋଟିର ପ୍ୟାକେଜ୍ ଘୋଷଣା; ହାଇଦ୍ରାବାଦ ହାଉସ୍ରେ ଦ୍ବିପାକ୍ଷିକ ଆଲୋଚନାsambad.in ↗
- Verified: a second independent outlet reported itNov 23, 8:45 PM UTC · +9 h
No verification data yet
Checks run automatically as new sources are ingested.
Score bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this