Cricket: ୱେଲିଂଟନ୍ ଟେଷ୍ଟ୍: ଭାରତର ବିଶାଳ ସ୍କୋର୍ ୭୨୦/୯; ମ୍ୟାଚ୍ ବଞ୍ଚାଇବାକୁ ନ୍ୟୁଜିଲାଣ୍ଡର ସଂଘର୍ଷ
Verified: 2 outlets have reported this story since Nov 22.
ୱେଲିଂଟନ୍‌: ସ୍ଥାନୀୟ ବେସିନ ରିଜର୍ଭ ପଡ଼ିଆରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଭାରତ ରେକର୍ଡଭରା ବିଶାଳ ସ୍କୋର୍‌ ୭୨୦/୯ରେ ପ୍ରଥମ ପାଳି ଘୋଷଣା କରିଛି। ଫଳରେ ପ୍ରଥମ ପାଳିରେ ୩୬୮ ରନ୍‌ କରିଥିବା ନ୍ୟୁଜିଲାଣ୍ଡ ୩୫୨ ରନ୍‌ ପଛରେ ପଡ଼ିଥିଲା। ଏବେ ଆଉ ଗୋଟିଏ ଦିନ ବାକି ଥିଲା ବେଳେ ଘରୋଇ ଦଳ ରବିବାରର ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍‌ ହରାଇ ୧୧୯ ରନ୍‌ କରି ମ୍ୟାଚ୍‌ ବଞ୍ଚାଇବାକୁ ସଂଘର୍ଷ ଜାରି ରଖିଛି। ଚତୁର୍ଥ ଦିନର ଖେଳ ଶେଷ ବେଳକୁ ଭାରତ ୨୩୩ ରନ୍‌ରେ ଆଗରେ ଥିଲା ବେଳେ ଡେଭନ କନ୍‌ୱେ (୫୯*) ଓ ରାଚିନ ରବୀନ୍ଦ୍ର (୨୭*) ତୃତୀୟ ୱିକେଟ୍‌ରେ ୫୯* ରନ୍‌ ଯୋଡ଼ି ବ୍ୟାଟିଂ ଜାରି ରଖିଛନ୍ତି। ଅଧିନାୟକ ଟମ୍‌ ଲାଥମ (୦) ପୁଣି ଖାତା…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 22, 4:45 AM UTCFirst reportଇତିହାସ ରଚିଲା ଭାରତ: ୭୨୦ ରନ କରି ନ୍ୟୁଜିଲାଣ୍ଡ ମାଟିରେ ରଚିଲା ସର୍ବବୃହତ ଟେଷ୍ଟ ରେକର୍ଡdharitri.com ↗
- Nov 22, 10:49 AM UTC+6 h· you’re reading thisCricket: ୱେଲିଂଟନ୍ ଟେଷ୍ଟ୍: ଭାରତର ବିଶାଳ ସ୍କୋର୍ ୭୨୦/୯; ମ୍ୟାଚ୍ ବଞ୍ଚାଇବାକୁ ନ୍ୟୁଜିଲାଣ୍ଡର ସଂଘର୍ଷsambad.in ↗
- Verified: a second independent outlet reported itNov 22, 10:49 AM UTC · +6 h
[Claude] Report 2 covers the same Wellington Test innings declaration (India 720/9 vs New Zealand's 368 first innings), with the same figures and no conflicting facts.
5h agoScore bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this