Two Accused Arrested: ବନ୍ଦ ଘରୁ ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍
Verified: 2 outlets have reported this story since Nov 25.
ଛତ୍ରପୁର: ଛତ୍ରପୁର ଥାନା ଅଧୀନ ପୁରୁଣା ଛତ୍ରପୁର ଗ୍ରାମର କବାଟ ବନ୍ଦ ଥିବା ଏକ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କାଲୁଟ୍ ଘଟଣାରେ ପୁଲିସ ଛାନଭିନ୍ କରି ସେହି ଗ୍ରାମର ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି। ପୁରୁଣା ଛତ୍ରପୁର ଗ୍ରାମର ଅଭିଯୁକ୍ତ ୨ ଜଣ କାହ୍ନା ଓରଫ୍ କେଶବ ବେହେରା ଓ ବାଲି ଓରଫ୍ ଜି.ଚନ୍ଦନ ରାଓ । ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ମଙ୍ଗଳ ସୂତ୍ର ଓ ଗୋଟିଏ ହଳ କାନଫୁଲ, ୫ ହଜାର ଟଙ୍କା ଏବଂ ଗୋଟିଏ ସୁଜିକ୍ ମୋଟର ସାଇକେଲ ଜବତ କରିଛି । ମଣିପୁରମ୍ ଗୋଲ୍ଡ ଠାରେ ସୁନାବନ୍ଧକ ରଖିଥିଲେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିବାନୁସାରେ, ଗତ ୨୦ ଓ ୨୧ ତାରିଖ ମଧ୍ୟରାତିରେ ପୁରୁଣା ଛତ୍ରପୁର ଗ୍ରାମର ବିନତି ବେହେରା(୪୬) ତାଙ୍କ ଘର ତାଲା ପକାଇ କୌଣସି କାମରେ ଛତ୍ରପୁର ଠାରୁ ବାହାରକୁ ଯାଇଥିଲେ ।…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
From the headlines of its reports in its last 2 days, each with the outlets that report it.
- Arrested or detained
- 21 outlet: sambad.in· latest Nov 25, 6:30 AM UTCTwo Accused Arrested: ବନ୍ଦ ଘରୁ ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍ ↗
- Nov 25, 6:30 AM UTCFirst report· you’re reading thisTwo Accused Arrested: ବନ୍ଦ ଘରୁ ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍sambad.in ↗
- Nov 25, 10:08 AM UTC+4 hବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍ : ୨ ଗିରଫdharitri.com ↗
- Verified: a second independent outlet reported itNov 25, 10:08 AM UTC · +4 h
[Claude] Report 2 covers the same Chhatrapur house break-in and gold/cash theft and the same two arrests, with the same accused named and no conflicting facts.
1d agoScore bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this