Delimitation Bill: ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ଖଡ଼ଗେଙ୍କ ‘୮୦୦ ପାର୍’ କଟାକ୍ଷ, ସବୁଦିନ କ୍ଷମତାରେ ରହିବାକୁ ଉଦ୍ୟମ
Verified: 2 outlets have reported this story since Nov 28.
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ସଂସଦରେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଆଗତ ହେବାକୁ ଯାଉଛି। ତେବେ ଇଣ୍ଡି ମେଣ୍ଟ ଏହି ବିଲ୍‌କୁ ବିରୋଧ କରିବ ବୋଲି ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ଏହି ଆଇନ ମାଧ୍ୟମରେ ବିଜେପି ସବୁଦିନ ପାଇଁ କ୍ଷମତାରେ ରହିବାକୁ ଉଦ୍ୟମ କରୁଛି। ଇଣ୍ଡି ମେଣ୍ଟ ବୈଠକ ପରେ ଖଡ଼ଗେ ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ କହିଛନ୍ତି, ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍‌ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ସ୍ୱାର୍ଥର ସୁରକ୍ଷା କରିବାରେ ବିଫଳ ହୋଇଛି। ବିଜେପିକୁ ଟାର୍ଗେଟ୍: ମଲ୍ଲିକାର୍ଜୁନ ଖଡ଼ଗେ ଖଡ଼ଗେ କହିଛନ୍ତି, ‘ସମସ୍ତ ନେତା ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 28, 1:45 PM UTCFirst report· you’re reading thisDelimitation Bill: ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ଖଡ଼ଗେଙ୍କ ‘୮୦୦ ପାର୍’ କଟାକ୍ଷ, ସବୁଦିନ କ୍ଷମତାରେ ରହିବାକୁ ଉଦ୍ୟମsambad.in ↗
- Nov 28, 7:40 PM UTC+6 hସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ଡିଏମ୍କେର ବଡ଼ ଘୋଷଣା, ଜାଣନ୍ତୁ…dharitri.com ↗
- Verified: a second independent outlet reported itNov 28, 7:40 PM UTC · +6 h
No verification data yet
Checks run automatically as new sources are ingested.
Score bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this