Ind vs SL A: ଭାରତକୁ ୮ୱିକେଟ୍ରେ ପରାସ୍ତ କରି ଫାଇନାଲରେ ଶ୍ରୀଲଙ୍କା; ଶତକ ମାରିଲେ ୨ ବ୍ୟାଟର
Verified: 2 outlets have reported this story since Nov 26.
ଦୋହା: ଏସିସି ପୁରୁଷ ଏସିଆ କପ୍‌ ରାଇଜିଂ ଷ୍ଟାରର୍ସ ୨୦୨୬ର ପ୍ରଥମ ସେମିଫାଇନାଲରେ ଭାରତକୁ ପରାସ୍ତ କରିଛି ଶ୍ରୀଲଙ୍କା। ୩୧୮ ରନ୍‌ର ଲକ୍ଷ୍ୟ ନେଇ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ଦଳ ୪୧.୩ ଓଭରରେ ୨ଟି ୱିକେଟ ହରାଇ ବିଜୟ ହାସଲ ସହିତ ଫାଇନାଲରେ ପ୍ରବେଶ କରିଛି। ଶ୍ରୀଲଙ୍କା ପାଇଁ ପ୍ରାରମ୍ଭିକ ବ୍ୟାଟର ଶତକ ହାସଲ କରିଥିଲେ। ଲସିଥ କୋସପୁଲେ ୧୦୭ଟି ବଲ୍‌ ଖେଳି ୧୨ଟି ଚୌକା ଏବଂ ୩ଟି ଛକା ବଳରେ ୧୧୬ ରନ୍‌ କରିଥିଲେ। ସେହିପରି ସିନେଥ ଜୟବର୍ଦ୍ଧନେ ୭୦ଟି ବଲ୍‌ ଖେଳି ୧୦ଟି ଚୌକା ଏବଂ ୬ଟି ଛକା ବଳରେ ୧୦୫ ରନ୍‌ କରିଥିଲେ। ନିଶାନ ମୁଡୁଶକା ୫୬ଟି ବଲ୍‌ ଖେଳି ୫୮ ରନ୍‌ ରକିଥିଲେ। ଏଥିରେ ସେ ୫ଟି ଚୌକା ଏବଂ ଗୋଟିଏ ଛକା ସାମିଲ କରିଥିଲେ। ସେ ଅପରାଜିତ ଫେରିଥିଲେ। ପଭନ ରତନାୟକେ…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 26, 6:04 PM UTCFirst report· you’re reading thisInd vs SL A: ଭାରତକୁ ୮ୱିକେଟ୍ରେ ପରାସ୍ତ କରି ଫାଇନାଲରେ ଶ୍ରୀଲଙ୍କା; ଶତକ ମାରିଲେ ୨ ବ୍ୟାଟରsambad.in ↗
- Nov 26, 6:20 PM UTC+17 minଭାରତକୁ ହରାଇ ଫାଇନାଲରେ ଶ୍ରୀଲଙ୍କାdharitri.com ↗
- Verified: a second independent outlet reported itNov 26, 6:20 PM UTC · +17 min
No verification data yet
Checks run automatically as new sources are ingested.
Score bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this