Dead body: ଜଳୁଥିବା କାର୍ ନିକଟରୁ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
Verified: 2 outlets have reported this story since Nov 27.
ବାରଙ୍ଗ (ରୁଦ୍ର ନାରାୟଣ ଷଡ଼ଙ୍ଗୀ): କଟକ ଜିଲ୍ଲା ବାରଙ୍ଗା ଥାନା ଗୋଡ଼ିସାହି ଫାଣ୍ଡି ଅଞ୍ଚଳ ରାମଦାଶପୁର ଶିଳ୍ପାଞ୍ଚଳ କେନ୍ଦ୍ରୀୟ ବିଦ୍ୟାଳୟରୁ ବେଣ୍ଟୁଆ ରସ୍ତାରେ ସନ୍ଦେହଜନକ ଭାବେ ଜଳୁଥିବା କାର (ଓଡି- ୦୫ବିଭି - ୯୯୪୫) ଓ ପାଖରେ ପଡ଼ିଥିବା ଏକ ପୋଡ଼ା ମୃତଦେହକୁ ଉଦ୍ଧାର କରିଛି ପୁଲିସ୍। ସୂଚ଼ନା ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ପକାଇ ନିଳୁଥିବା ନିଆଁକୁ ଲିଭାଇ ଥିଲା। ହେଲେ ସେତେବେଳକୁ ବେଳକୁ ସବୁ ଜଳି ପାଉଁଶ ହୋଇ ସାରିଥିଲା। ବାରଙ୍ଗ ଥାନା ପୁଲିସ ସାଇଣ୍ଟିଫିକାଲ ଟିମ ସହ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। କାର ନମ୍ବରରୁ ପୁଲିସ ଜାଣିବାକୁ ପାଇଛି କାରଟି କଟକ କଲ୍ୟାଣ ନାଗରର ଶଙ୍କର ସାହୁଙ୍କ ନାମରେ ଥିବାର। ପରିଚୟ ଜାଣିବା ପାଇଁ ପୁଲିସ ଗାଡି ମାଲିକ ପରିବାରକୁ ସୂଚନା ଦିଇଛି। ସେମାନେ ଆସି…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 27, 3:27 PM UTCFirst reportଜଳୁଥିବା କାର୍ ନିକଟରେ ଅର୍ଦ୍ଧଦଗ୍ଧ ମୃତଦେହ, ମିଳିନି ପରିଚୟdharitri.com ↗
- Nov 27, 8:19 PM UTC+5 h· you’re reading thisDead body: ଜଳୁଥିବା କାର୍ ନିକଟରୁ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟsambad.in ↗
- Severity rose to medium
- Verified: a second independent outlet reported itNov 27, 8:19 PM UTC · +5 h
No verification data yet
Checks run automatically as new sources are ingested.
Score bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this