Shashi Tharoor: ଲୋକସଭା ଆସନ ବୃଦ୍ଧିକୁ ନେଇ ଥରୁର୍ଙ୍କ ପ୍ରଶ୍ନବାଣ, କହିଲେ– ଦେଶର ସ୍ୱାର୍ଥ ନା ପରବର୍ତ୍ତୀ ନିର୍ବାଚନର ଚିନ୍ତା?
Verified: 2 outlets have reported this story since Nov 29.
ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଓ ନିର୍ବାଚନମଣ୍ଡଳୀର ପୁନର୍ଗଠନକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଏହି ପଦକ୍ଷେପ ପଛରେ ସରକାରଙ୍କ ଉଦ୍ଦେଶ୍ୟ କ’ଣ, ତାହା ସ୍ପଷ୍ଟ ହେଉନାହିଁ ବୋଲି ସେ କହିଛନ୍ତି। ଦେଶର ଦୀର୍ଘମିଆଦୀ ସ୍ୱାର୍ଥ ଅପେକ୍ଷା ରାଜନୈତିକ ଲାଭକୁ ଗୁରୁତ୍ୱ ଦିଆଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅଧିକ ସାଂସଦ: ଚିନ୍ତାର ବିଷୟ ଝାଡ଼ଖଣ୍ଡର ଜାମସେଦପୁରଠାରେ ସାମ୍ବାଦିକଙ୍କ ସହ କଥା ହେବା ବେଳେ ଥରୁର୍‌ କହିଛନ୍ତି, ବର୍ତ୍ତମାନ ୫୪୩ ଜଣ ସାଂସଦ ଥିବା ସତ୍ତ୍ୱେ ସଂସଦରେ ଠିକ୍‌ ଭାବେ ଆଲୋଚନା ହୋଇପାରୁନାହିଁ। ଏଭଳି ସ୍ଥିତିରେ ୮୧୫ ଜଣ ସାଂସଦ ଥିବା ଲୋକସଭା କିପରି କାମ କରିବ, ତାହା ଚିନ୍ତାର ବିଷୟ। ଅଧିକ ସାଂସଦ ହେଲେ ଲୋକଙ୍କ ସମସ୍ୟା…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 29, 10:25 AM UTCFirst report୨ ୱିକେଟ୍ ନେବା ପରେ ବି ବୁମ୍ରାଙ୍କ ବୋଲିଂକୁ ନେଇ ପ୍ରଶ୍ନ, କାର୍ତ୍ତିକ କହିଲେ ପୂର୍ବଭଳି ଆଉ…dharitri.com ↗
- Nov 29, 4:52 PM UTC+6 h· you’re reading thisShashi Tharoor: ଲୋକସଭା ଆସନ ବୃଦ୍ଧିକୁ ନେଇ ଥରୁର୍ଙ୍କ ପ୍ରଶ୍ନବାଣ, କହିଲେ– ଦେଶର ସ୍ୱାର୍ଥ ନା ପରବର୍ତ୍ତୀ ନିର୍ବାଚନର ଚିନ୍ତା?sambad.in ↗
- Verified: a second independent outlet reported itNov 29, 4:52 PM UTC · +6 h
No verification data yet
Checks run automatically as new sources are ingested.
Score bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this