IND vs NZ Test: ଶତକରୁ ବଞ୍ଚିତ ହେଲେ ଅଧିନାୟକ ଗିଲ୍; ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧୧୮ ରନ୍ରେ ଆଗୁଆ
Verified: 2 outlets have reported this story since Nov 21.
ୱେଲିଂଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ୱେଲିଂଟନରେ ଖେଳାଯାଉଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୬୮ ରନ୍‌ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪ଟି ୱିକେଟ ହରାଇ ୪୮୬ ରନ୍‌ କରିଛି। ଫଳରେ ନ୍ୟୁଜିଲାଣ୍ଡ ଉପରେ ୧୧୮ ରନ୍‌ର ଅଗ୍ରଣୀ ହାସଲ କରିଛି। ଭାରତ ପାଇଁ କେଏଲ ରାହୁଲ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ସେ ୯ଟି ଚୌକା ଏବଂ ୨ଟି ଛକା ବଳରେ ୧୩୬ ରନ ସଂଗ୍ରହ କରିଛନ୍ତି। ଅଧିନାୟକ ଶୁଭମନ ଗିଲ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ଏହି ବଡ଼ ଉପଲବ୍ଧି ହାସଲ କରିବା ପୂର୍ବରୁ ବୋଲ୍ଡ ହୋଇଛନ୍ତି। ଗିଲ ୧୪୬ଟି ବଲ୍‌ ଖେଳି ୯ଟି ଚୌକା ଏବଂ ୨ଟି ଛକା ବଳରେ ୯୮ ରନ କରିଛନ୍ତି। Cricket: ‘ସେହି ସମୟ ମୋ ବାପା-ମା’ ଏବଂ…
How sure are we
Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.
Who reported it
- Nov 21, 6:19 AM UTCFirst report· you’re reading thisIND vs NZ Test: ଶତକରୁ ବଞ୍ଚିତ ହେଲେ ଅଧିନାୟକ ଗିଲ୍; ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧୧୮ ରନ୍ରେ ଆଗୁଆsambad.in ↗
- Nov 21, 7:10 AM UTC+51 minମାତ୍ର ୨ ରନ ପାଇଁ ଶତକରୁ ବଞ୍ଚିତ ହେଲେ ଗିଲ: କିନ୍ତୁ ପ୍ରଥମ ଭାରତୀୟ ଭାବେ ହାସଲ କଲେ ଏମିତି କାରନାମାdharitri.com ↗
- Verified: a second independent outlet reported itNov 21, 7:10 AM UTC · +51 min
[Claude] Both Odia reports cover the same day-three Gill near-century in the Wellington Test, with consistent scores and match state.
34m agoScore bands
What moves the score
Not in the score: AI checks and reader flags. Verified is separate: two or more independent outlets and a score of at least 65%.
High · How we score this