Skip to main content
low geopoliticsVERIFIED

Kidnap: ପରିବାର ଲୋକଙ୍କ ମୁହଁରୁ ଯୁବତୀଙ୍କୁ ବଳପୂର୍ବକ ଉଠାଇ ନେଲେ ଦୁର୍ବୃତ୍ତ

Verified: 2 outlets have reported this story since Nov 28.

📍 Delhi, IN·🕐 7h ago·2 outlets

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିଲା ଭଳି ମନେ ହେଉଛି। ଏହାର ଜ୍ବଳନ୍ତ ଉଦାହରଣ ଆଜି ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ପରିବାର ସହ ମାଉସୀ ଘରକୁ ଯାଉଥିବା ବେଳେ ରାସ୍ତା ମଝିରୁ ଜଣେ ଯୁବତୀଙ୍କୁ ଦୁର୍ବୃତ୍ତମାନେ ବଳ ପୂର୍ବକ ଉଠାଇଛନ୍ତି। ସୂଚନା ଅନୁସାରେ ଆର୍‌ ଉଦୟଗିରି ଅଞ୍ଚଳରେ ଜଣେ ଯୁବତୀ ନିଜ ପରିବାର ଲୋକଙ୍କ ସହିତ ମାଉସୀ ଘରକୁ ଯାଉଥିଲେ। ମାଉସୀ ଘରେ ଯୁବତୀ ପହଞ୍ଚିବା ପୂର୍ବରୁ ମଝି ରାସ୍ତାରେ ଅପହରଣ ହୋଇଛନ୍ତି। ବୋଲେରୋରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଯୁବତୀଙ୍କୁ ବଳପୂର୍ବକ ଉଠାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଆର ଉଦୟଗିରି ଥାନା ଅନ୍ତର୍ଗତ କାନକଟା ରାସ୍ତାରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ…

How sure are we

✓ Verified · 2 outlets

Two or more outlets reported this story and its reliability score reached 65%, so WorldPulse marks it verified. That means more than one outlet says so, not that it is proven true.

How we count · Check a link someone shared

Who reported it

The story so far · 2 reports · ✓ Verified Nov 28, 4:46 PM UTC
  1. Nov 28, 1:53 PM UTCFirst report
    ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ: ମାଉସୀ ଘରକୁ ଯାଉଥିବା ବେଳେ ବୋଲେରୋରେ …dharitri.com ↗
  2. Nov 28, 4:46 PM UTC+3 h· you’re reading this
    Kidnap: ପରିବାର ଲୋକଙ୍କ ମୁହଁରୁ ଯୁବତୀଙ୍କୁ ବଳପୂର୍ବକ ଉଠାଇ ନେଲେ ଦୁର୍ବୃତ୍ତsambad.in ↗
  3. Verified: a second independent outlet reported itNov 28, 4:46 PM UTC · +3 h
Location
Verification Log

No verification data yet

Checks run automatically as new sources are ingested.

Discussion (0)

Sign in to join the discussion

No discussion yet — be the first to add context.

Reliability
79%

High · How we score this

Risk Score
low risk